ପୋଷ୍ଟ କରାଯିବା ଦିନାଙ୍କ:
26 OCT 2023 11:24AM by PIB Bhubaneswar
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୧୦୦ ମିଟର-ଟି୩୫ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ନାରାୟଣ ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ ପାରା ଗେମ୍ସରେ ଦ୍ୱିତୀୟ ପଦକ ଜିତିଥିବାରୁ ନାରାୟଣ ଠାକୁରଙ୍କୁ ଅଭିନନ୍ଦନ ।
ପୁରୁଷ ୧୦୦ ମିଟର-ଟି୩୫ ପ୍ରତିଯୋଗିତାରେ ବ୍ରୋଞ୍ଜ ହାସଲ ତାଙ୍କ ଅବିଶ୍ୱସନୀୟ ପ୍ରତିଭା ଏବଂ ଉତ୍କର୍ଷତା ପ୍ରତି ଅଦମ୍ୟ ପ୍ରତିବଦ୍ଧତାର ପ୍ରମାଣ ।’
SR