ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ ଏଫ୬୪ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା ପୁଷ୍ପେନ୍ଦ୍ର ସିଂଙ୍କୁୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
25 OCT 2023 1:26PM by PIB Bhubaneswar
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ ଏଫ୬୪ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା ପୁଷ୍ପେନ୍ଦ୍ର ସିଂଙ୍କୁୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ ପାରା ଗେମ୍ସରେ ପୁରୁଷ ଜାଭେଲିନ ଏଫ୬୪ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା ପୁଷ୍ପେନ୍ଦ୍ର ସିଂଙ୍କୁୁ ଅଭିନନ୍ଦନ । ତାଙ୍କ ଚମତ୍କାର ପ୍ରଦର୍ଶନ, ନିଷ୍ଠା ଏବଂ ଜିତିବାର ଇଚ୍ଛା ଆମ ଦେଶ ପାଇଁ ଗର୍ବ ଆଣିଦେଇଛି ।’
SR
(रिलीज़ आईडी: 1971273)
आगंतुक पटल : 97
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada