ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ପୁରୁଷ ୪୦୦ ମିଟର-ଟି୬୪ରେ ରୌପ୍ୟ ପଦକ ଜିତିଥିବା ଅଜୟ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 24 OCT 2023 6:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସରେ ପୁରୁଷ ୪୦୦ ମିଟର-ଟି୬୪ରେ ରୌପ୍ୟ ପଦକ ଜିତିଥିବା ଅଜୟ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସୀୟ ପାରା ଗେମ୍ସରେ ପୁରୁଷ ୪୦୦ ମିଟର-ଟି୬୪ରେ ରୌପ୍ୟ ପଦକ ଜିତିଥିବାରୁ ଅଜୟ କୁମାରଙ୍କୁ ଅଭିନନ୍ଦନ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ତାଙ୍କ ନିଷ୍ଠା ସଂକଳ୍ପକୁ ଦର୍ଶାଉଛି

 

 

BS


(रिलीज़ आईडी: 1970758) आगंतुक पटल : 96
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam