ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ ପାରା ଗେମ୍ସ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ଧର୍ମବୀରଙ୍କ ଦ୍ୱାରା ରୌପ୍ୟ ପଦକ ହାସଲ ପାଇଁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 23 OCT 2023 5:24PM by PIB Bhubaneshwar

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ଧର୍ମବୀରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ଏସୀୟ ପାରା ଗେମ୍ସ ୨୦୨୨ରେ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ଧର୍ମବୀରଙ୍କ ପାଇଁ ଗର୍ବିତ । ଏହା ବାସ୍ତବରେ ଏକ ପ୍ରେରଣାଦାୟକ ସଫଳତା । ତାଙ୍କ ଆଗାମୀ ପ୍ରୟାସ ପାଇଁ ମୋର ଶୁଭେଚ୍ଛା ।’

 

SR



(Release ID: 1970383) Visitor Counter : 50