ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବଂ ଉଦ୍ଭାବନର ଶକ୍ତିକେନ୍ଦ୍ର: ପ୍ରଧାନମନ୍ତ୍ରୀ

प्रविष्टि तिथि: 11 OCT 2023 8:09AM by PIB Bhubaneshwar

ଆଇଏମଏଫର ବିକାଶ ପୂର୍ବାନୁମାନ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବ ଉଦ୍ଭାବନର ଏକ ପାୱାରହାଉସ୍ ଏହା ଆମ ଲୋକଙ୍କ ଦକ୍ଷତା ଏବଂ କୌଶଳ କାରଣରୁ ହୋଇପାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି

 

ଆମ ସଂସ୍କାର ପଥକୁ ବଢ଼ାଇ ଏକ ସମୃଦ୍ଧ ଭାରତ ଦିଗରେ ଆମର ଯାତ୍ରାକୁ ଆହୁରି ମଜଭୁତ କରିବାର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି

 

ଆଇଏମଏଫର ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

 

ଆମ ଲୋକଙ୍କ ଦକ୍ଷତା ଏବଂ କୌଶଳରେ ଚାଳିତ ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବଂ ଉଦ୍ଭାବନର ଏକ ପାୱାରହାଉସ୍ ଆମେ ସଂସ୍କାର ପଥକୁ ବଢ଼ାଇ ଏକ ସମୃଦ୍ଧ ଭାରତ ଦିଗରେ ଯାତ୍ରାକୁ ଆହୁରି

 ମଜଭୁତ କରିବୁ

 

SR


(रिलीज़ आईडी: 1966523) आगंतुक पटल : 146
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali-TR , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam