ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ପୁରୁଷ ବ୍ରିଜ୍ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 06 OCT 2023 10:09PM by PIB Bhubaneshwar

ଆଜି ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ପୁରୁଷ ବ୍ରିଜ୍ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ଏସୀୟ କ୍ରୀଡ଼ାରେ ଅପୂର୍ବ ପ୍ରଦର୍ଶନ ସହ ରୌପ୍ୟ ପଦକ ଜିତିଥିବା ପୁରୁଷ ବ୍ରିଜ୍ ଟିମକୁ ଅଭିନନ୍ଦନ

 

ରାଜୁ ତୋଲାନି, ଅଜୟ ପ୍ରଭାକର ଖରେ, ସୁମିତ ମୁଖାର୍ଜୀ, ରାଜେଶ୍ୱର ତିୱାରୀ, ଜଗି ଶିବଦାସାଦି ଏବଂ ସନ୍ଦୀପ ଠାକୁର ଉଲ୍ଲେଖନୀୟ ପ୍ରତିଭା ଏବଂ ନିଷ୍ଠା ପ୍ରଦର୍ଶନ କରିଛନ୍ତି

 

SR


(रिलीज़ आईडी: 1965890) आगंतुक पटल : 112
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Malayalam