ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା କୁସ୍ତି ୭୬ କେଜି ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା କିରଣ ବିଷ୍ଣୋଇଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 06 OCT 2023 6:20PM by PIB Bhubaneshwar

ଏସୀୟ କ୍ରୀଡ଼ାରେ ମହିଳା କୁସ୍ତି ୭୬ କେଜି ଫ୍ରିଷ୍ଟାଇଲରେ ବ୍ରୋଞ୍ଜ ପଦକ ଜିତିଥିବା କିରଣ ବିଷ୍ଣୋଇଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ଏସୀୟ କ୍ରୀଡ଼ାରେ କୁସ୍ତିରେ ଆହୁରି ଅଧିକ ଚମକ!

 

ମହିଳା କୁସ୍ତି ୭୬ କେଜି ଫ୍ରିଷ୍ଟାଇଲରେ ବ୍ରୋଞ୍ଜ ପଦକ ଜିତିଥିବାରୁ କିରଣ ବିଷ୍ଣୋଇଙ୍କୁ ଅଭିନନ୍ଦନ ତାଙ୍କୁ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା

 

SR


(रिलीज़ आईडी: 1965371) आगंतुक पटल : 120
इस विज्ञप्ति को इन भाषाओं में पढ़ें: Kannada , Tamil , English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Telugu , Malayalam