ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ମହିଳା ରେଗୁ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା ସେପାକ୍ ଟକ୍ରୋ ଟିମ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି

प्रविष्टि तिथि: 06 OCT 2023 6:15PM by PIB Bhubaneswar

ଏସୀୟ କ୍ରୀଡ଼ାରେ ମହିଳା ରେଗୁ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା ସେପାକ୍ ଟକ୍ରୋ ଟିମ୍ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ଏସୀୟ କ୍ରୀଡ଼ାରେ ମହିଳା ରେଗୁ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା ସେପାକ୍ ଟକ୍ରୋ ଟିମକୁ ଶୁଭେଚ୍ଛା! ସେମାନଙ୍କ ଅସାଧାରଣ କୌଶଳ ଏବଂ ଅଦମ୍ୟ ନିଷ୍ଠା ଅନ୍ତର୍ଜାତୀୟ ସ୍ତରରେ ଚମକିଛି ଏହି ଉଲ୍ଲେଖନୀୟ ସଫଳତାରେ ଭାରତ ଖୁସି ପାଳୁଛି

 

SR


(रिलीज़ आईडी: 1965368) आगंतुक पटल : 128
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Malayalam