ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ତୀରନ୍ଦାଜ ଟିମ୍ କମ୍ପାଉଣ୍ଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 05 OCT 2023 9:08PM by PIB Bhubaneshwar

ଏସୀୟ କ୍ରୀଡ଼ାରେ କମ୍ପାଉଣ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିବା ପୁରୁଷ ତୀରନ୍ଦାଜ ଦଳର ଅଭିଷେକ ବର୍ମା, ଓଜାସ୍ ପ୍ରବୀଣ ଦେଓଟାଲେ ଏବଂ ପ୍ରଥମେଶ ଜକାରଫରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ସବୁଠି ଭାରତୀୟ ତୀରନ୍ଦାଜ! କମ୍ପାଉଣ୍ଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବ ଆମ ପୁରୁଷ ତୀରନ୍ଦାଜ ଟିମ ପାଇଁ ଗର୍ବିତ! ଅଭିଷେକ ବର୍ମା, ଓଜାସ୍ ପ୍ରବୀଣ ଦେଓଟାଲେ ଏବଂ ପ୍ରଥମେଶ ଜକାରଫରଙ୍କ ଚମତ୍କାର ପ୍ରଦର୍ଶନ ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଅଭିନନ୍ଦନ ।’

 

SR


(रिलीज़ आईडी: 1964911) आगंतुक पटल : 117
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam