ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ସ୍କ୍ୱାସ୍ ମିକ୍ସଡ୍ ଡବଲ୍ସ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 05 OCT 2023 9:00PM by PIB Bhubaneshwar

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ସ୍କ୍ୱାସ୍ ମିକ୍ସଡ୍  ଡବଲ୍ସ ଟିମର ଦୀପିକା  ପାଲିକଲ ଏବଂ ହରିନ୍ଦର ପାଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆମ ସ୍କ୍ୱାସ୍ ମିକ୍ସଡ୍ ଡବଲ୍ସ ଟିମକୁ ଶୁଭେଚ୍ଛା ଏହି ଚମତ୍କାର ବିଜୟ ପାଇଁ ଦୀପିକା  ପାଲିକଲ ଏବଂ ହରିନ୍ଦର ପାଲଙ୍କୁ ଅଭିନନ୍ଦନ ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ।’

SR


(रिलीज़ आईडी: 1964908) आगंतुक पटल : 118
इस विज्ञप्ति को इन भाषाओं में पढ़ें: Urdu , Kannada , English , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Malayalam