ପୋଷ୍ଟ କରାଯିବା ଦିନାଙ୍କ:
05 OCT 2023 9:00PM by PIB Bhubaneswar
ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ସ୍କ୍ୱାସ୍ ମିକ୍ସଡ୍ ଡବଲ୍ସ ଟିମର ଦୀପିକା ପାଲିକଲ ଏବଂ ହରିନ୍ଦର ପାଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆମ ସ୍କ୍ୱାସ୍ ମିକ୍ସଡ୍ ଡବଲ୍ସ ଟିମକୁ ଶୁଭେଚ୍ଛା । ଏହି ଚମତ୍କାର ବିଜୟ ପାଇଁ ଦୀପିକା ପାଲିକଲ ଏବଂ ହରିନ୍ଦର ପାଲଙ୍କୁ ଅଭିନନ୍ଦନ । ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ।’
SR