ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହିଳା ବକ୍ସରଙ୍କ 75 କିଲୋଗ୍ରାମ ଭାର ବର୍ଗ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ଲଭଲିନା ବୋରଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 OCT 2023 7:18PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ ଗେମରେ ମହିଳା ବକ୍ସରଙ୍କର 75 କିଲୋଗ୍ରାମ ଭାର ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ଲଭଲିନା ବୋରଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :
‘‘ମହିଳା ବକ୍ସରଙ୍କର 75 କିଲୋଗ୍ରାମ ଭାର ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ଲଭଲିନା ବୋରଗୋହେନଙ୍କୁ ଅଭିନନ୍ଦନ। ନିଜର କୌଶଳ ଏବଂ ଟେକ୍ନିକର ଅସାଧାରଣ ପ୍ରଦର୍ଶନ ଦ୍ବାରା ସେ ଆମର ଦେଶକୁ ଉତ୍ସବ ପାଳନ କରିବାର ଏକ ବଡ଼ ସୁଯୋଗ ପ୍ରଦାନ କରିଛନ୍ତି। ସେ ଆହୁରି ସଫଳତା ଲାଭ କରନ୍ତୁ ଓ ଭାରତକୁ ଗୌରବାନ୍ବିତ କରନ୍ତୁ।’’
BS
(ରିଲିଜ ଆଡି: 1964629)
ପରିଦର୍ଶକ କାଉଣ୍ଟର : 133
ଏହି ରିଲିଜ ପଢନ୍ତୁ :
Malayalam
,
Kannada
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu