ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ କ୍ରୀଡା ୨୦୨୨ ରେ ପୁରୁଷ ବକ୍ସିଂ + ୯୨ କିଲୋଗ୍ରାମ ପ୍ରତିଯୋଗିତାରେ ନରେନ୍ଦର ବରୱାଲ ବ୍ରୋଞ୍ଜ ପଦକ ଜିତିବା ନେଇ ପ୍ରଧାନମନ୍ତ୍ରୀ ଉତ୍ସବ ପାଳନ କରିଛନ୍ତି

Posted On: 03 OCT 2023 10:04PM by PIB Bhubaneshwar

ହାଙ୍ଗଜୋ ଠାରେ ଚାଲିଥିବା ଏସୀୟ କ୍ରୀଡା ୨୦୨୨ ରେ ପୁରୁଷ ବକ୍ସିଂ  + ୯୨ କିଲୋଗ୍ରାମ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନରେନ୍ଦର ବରୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

ବକ୍ସିଂ + ୯୨ କିଲୋଗ୍ରାମ ପ୍ରତିଯୋଗିତାରେ ଯୋଗ୍ୟ ବ୍ରୋଞ୍ଜ ପଦକ ପାଇଁ ନରେନ୍ଦର ବରୱାଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆଗାମୀ ପ୍ରୟାସ ପାଇଁ ତାଙ୍କୁ ମୋର ଶୁଭେଚ୍ଛା । ସେ ଭାରତକୁ ଗର୍ବିତ କରନ୍ତୁ!

***

SSP



(Release ID: 1964270) Visitor Counter : 101