ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ବକ୍ସର ନିଖତ ଜରିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
01 OCT 2023 8:27PM by PIB Bhubaneshwar
ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ବକ୍ସର ନିଖତ ଜରିନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ କ୍ରୀଡ଼ାରେ କୌଶଳ ଓ ନିଷ୍ଠାର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିବା ନିଖତ ଜରିନଙ୍କୁ
ଅଭିନନ୍ଦନ । ଏହି ପଦକ ତାଙ୍କ ଅଦମ୍ୟ ପ୍ରତିବଦ୍ଧତା ଏବଂ ଅନୁଶାସନର ଏକ ପ୍ରମାଣ ।’
SR
(ରିଲିଜ ଆଡି: 1963978)
ପରିଦର୍ଶକ କାଉଣ୍ଟର : 118
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam