ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ହେପ୍ଟାଥଲନ ୮୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିôବା ନନ୍ଦିନୀ ଆଗାସରାଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି

प्रविष्टि तिथि: 01 OCT 2023 8:36PM by PIB Bhubaneswar

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ହେପ୍ଟାଥଲନ ୮୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିôବା ନନ୍ଦିନୀ ଆଗାସରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମହିଳା ହେପ୍ଟାଥଲନ ୮୦୦ ମିଟର ପ୍ରତିଯୋଗିତାରେ ନନ୍ଦିନୀ ଆଗାସରାଙ୍କ ଦ୍ୱାରା ବ୍ରୋଞ୍ଜ ପଦକ ବିଜୟରେ ଭାରତ ଖୁସି ପାଳିଛି ସେ ଜଣେ ଚାମ୍ପିୟନ ଯିଏ କି ଖେଳ ଭାବନା ଏବ ଉତ୍କୃଷ୍ଟତାର ପ୍ରତୀକ ତାଙ୍କୁ ଅଭିନନ୍ଦନ ଏବଂ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।’

 

SR


(रिलीज़ आईडी: 1963971) आगंतुक पटल : 147
इस विज्ञप्ति को इन भाषाओं में पढ़ें: Malayalam , Tamil , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Telugu , Kannada