ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷ ଢିଙ୍ଗି-ଆଇଏଲସିଏ୭ରେ ବ୍ରୋଞ୍ଜ ପଦକ ଜିତିଥିବା ବିଷ୍ଣୁ ସର୍ବାନନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
27 SEP 2023 10:40PM by PIB Bhubaneshwar
ଏସୀୟ କ୍ରୀଡ଼ା ପୁରୁଷ ଢିଙ୍ଗି-ଆଇଏଲସିଏ୭ରେ ବ୍ରୋଞ୍ଜ ପଦକ ଜିତିଥିବା ବିଷ୍ଣୁ ସର୍ବାନନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଏସୀୟ କ୍ରୀଡ଼ାରେ ପୁରୁଷ ଢିଙ୍ଗି-ଆଇଏଲସିଏ୭ରେ ବ୍ରୋଞ୍ଜ ପଦକ ଜିତିଥିବା ବିଷ୍ଣୁ ସର୍ବାନନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।
ସେ ବହୁତ ଦକ୍ଷତା, ନିଷ୍ଠା ଏବଂ ଦୃଢ଼ ସଂକଳ୍ପ ଦେଖାଇଛନ୍ତି । ତାଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ।’
SR
(ରିଲିଜ ଆଡି: 1962571)
ପରିଦର୍ଶକ କାଉଣ୍ଟର : 104
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam