ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୫୦ମିଟର ରାଇଫଲ ୩ ପୋଜିସନ ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଥିବାରୁ ସିଫ୍ଟ କୌର ସାମ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 27 SEP 2023 8:50PM by PIB Bhubaneswar

ଏସୀୟ କ୍ରୀଡ଼ାରେ ୫୦ମିଟର ରାଇଫଲ ୩ ପୋଜିସନ ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଥିବାରୁ ସିଫ୍ଟ କୌର ସାମ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ାରେ ୫୦ମିଟର ରାଇଫଲ ୩ ପୋଜିସନ ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତି ସିଫ୍ଟ କୌର ସାମ୍ରା ଇତିହାସ ରଚିଛନ୍ତି । ସେ ଏକ ରେକର୍ଡ ସ୍ଥାପନ କରିବା ଏହି ଖସିକୁ ଆହୁରି ଆନନ୍ଦଦାୟକ କରିଛି । ସେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା । ତାଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭେଚ୍ଛା ।’

 

Congratulations @SiftSamra for scripting history at the Asian Games by bringing home the prized Gold Medal in the 50m Rifle 3 Positions Women’s shooting. That she has set a record makes it even more joyous. She is an inspiration to every Indian. Best wishes for her upcoming… pic.twitter.com/XNU7mvI1Ry

— Narendra Modi (@narendramodi) September 27, 2023

SR


(ରିଲିଜ ଆଡି: 1961981) ପରିଦର୍ଶକ କାଉଣ୍ଟର : 140