ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୫୦ମିଟର ରାଇଫଲ ୩ ପୋଜିସନ ମହିଳା ସୁଟିଂରେ ବ୍ରୋଞ୍ଜ ଜିତିଥିବାରୁ ଆଶି ଚୋକ୍ସିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 27 SEP 2023 8:48PM by PIB Bhubaneswar

ଏସୀୟ କ୍ରୀଡ଼ାରେ ୫୦ମିଟର ରାଇଫଲ ପୋଜିସନ ମହିଳା ସୁଟିଂରେ ବ୍ରୋଞ୍ଜ ଜିତିଥିବାରୁ ଆଶି ଚୋକ୍ସିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

୫୦ମିଟର ରାଇଫଲ ପୋଜିସନ ମହିଳା ସୁଟିଂରେ ବ୍ରୋଞ୍ଜ ଜିତିଥିବାରୁ ଆଶି ଚୋକ୍ସିଙ୍କୁ ଅଭିନନ୍ଦନ! ସେ ଉଲ୍ଲେଖନୀୟ ସଂଯମ ଏବଂ ନିଷ୍ଠା ପ୍ରଦର୍ଶନ କରିଛନ୍ତି ସେ ଏପରି ସବୁବେଳେ ଚମକୁଥାନ୍ତୁ ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇ ଚାଲନ୍ତୁ

 

SR


(रिलीज़ आईडी: 1961979) आगंतुक पटल : 98
इस विज्ञप्ति को इन भाषाओं में पढ़ें: Malayalam , Gujarati , Tamil , Kannada , Assamese , English , Urdu , हिन्दी , Marathi , Bengali , Manipuri , Punjabi , Telugu