ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ା ୨୦୨୨ରେ ୫୦ ମିଟର ରାଇଫଲ ୩ ପୋଜିସନରେ ରୌପ୍ୟ ପଦକ ଜିତିଥିବା ମହିଳା ଟିମ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି
प्रविष्टि तिथि:
27 SEP 2023 4:34PM by PIB Bhubaneswar
ହାଙ୍ଗଝୌରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୨୨ରେ ୫୦ ମିଟର ରାଇଫଲ ୩ ପୋଜିସନରେ ରୌପ୍ୟ ପଦକ ଜିତିଥିବା ସିଫ୍ଟ କୌର ସାମ୍ରା, ଆଶି ଚୌକ୍ସି ଏବଂ ମାନିନୀ କୌଶିକଙ୍କ ମହିଳା ଟିମକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଆମର ଉଦ୍ୟମୀ ଏବଂ ପ୍ରତିଭାଶାଳୀ ୫୦ ମିଟର ରାଇଫଲ ୩ ପୋଜିସନ ମହିଳା ଟିମ୍ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେମାନେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସିଫ୍ଟ କୌର ସାମ୍ରା, ଆଶି ଚୌକ୍ସି ଏବଂ ମାନିନି କୌଶିକଙ୍କୁ ଶୁଭେଚ୍ଛା ।’
SR
(रिलीज़ आईडी: 1961551)
आगंतुक पटल : 101
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam