ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ରାଇଫଲରେ ବ୍ରୋଞ୍ଜ ଜିତିଥିବା ଐଶ୍ୱର୍ଯ୍ୟ ପ୍ରତାପ ତୋମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2023 2:45PM by PIB Bhubaneswar
ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଐଶ୍ୱର୍ଯ୍ୟ ପ୍ରତାପ ତୋମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଐଶ୍ୱର୍ଯ୍ୟ ପ୍ରତାପ ତୋମାର ଏହି ଉଲ୍ଲେଖନୀୟ ଉପଲବ୍ଧି ହାସଲ ପାଇଁ ଦୃଢ଼ ସାହସ ଏବଂ ଧ୍ୟାନ ପ୍ରଦର୍ଶନ କରିଥିଲେ ।
ଚତୁର୍ଥ ସ୍ଥାନ ହାସଲ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ରୁଦ୍ରାକ୍ଷ ପାଟିଲଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।
SR
(ରିଲିଜ ଆଡି: 1960751)
ପରିଦର୍ଶକ କାଉଣ୍ଟର : 104
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam