ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ରାଇଫଲ ମହିଳା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ସୁଟର ରମିତା, ମେହୁଲି ଘୋଷ ଏବଂ ଆଶି ଚୋକ୍ସିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 24 SEP 2023 9:59PM by PIB Bhubaneshwar

ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ରାଇଫଲ ମହିଳା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ସୁଟର ରମିତା, ମେହୁଲି ଘୋଷ ଏବଂ ଆଶି ଚୌକ୍ସିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏହି ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରୌପ୍ୟ ପଦକ ହେଉଛି ତୁମ କଠିନ ପରିଶ୍ରମ ଏବଂ ଉତ୍ସର୍ଗର ଫଳ ଆସନ୍ତୁ ଆମେ ଏସୀୟ କ୍ରୀଡ଼ା ୨୦୨୨ରେ ଚମକିବା ଜାରି ରଖିବା

SR


(रिलीज़ आईडी: 1960300) आगंतुक पटल : 134
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam