ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ନିଜର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

Posted On: 19 SEP 2023 8:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହ୍ୱାଟ୍‌ସଆପ୍ ଚ୍ୟାନେଲରେ ନିଜକୁ ଯୋଡ଼ିଛନ୍ତି ଏବଂ ଏଥିରେ ଯୋଗ ଦେବା ପାଇଁ ସେ ଚ୍ୟାନେଲର ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି:

 

‘ଆଜି ମୋର ହ୍ୱାଟ୍‌ସଆପ୍ ଚ୍ୟାନେଲ ଆରମ୍ଭ କରିଛି । ଏହା ମାଧ୍ୟମରେ ଯୋଡ଼ି ହୋଇ ରହିବାକୁ ଆଗ୍ରହୀ! ଏହି ଲିଙ୍କରେ କ୍ଲିକ୍ କରି ଯୋଗ ଦିଅନ୍ତୁ..

 

SR



(Release ID: 1959127) Visitor Counter : 61