ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିଜର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
19 SEP 2023 8:05PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହ୍ୱାଟ୍ସଆପ୍ ଚ୍ୟାନେଲରେ ନିଜକୁ ଯୋଡ଼ିଛନ୍ତି ଏବଂ ଏଥିରେ ଯୋଗ ଦେବା ପାଇଁ ସେ ଚ୍ୟାନେଲର ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି:
‘ଆଜି ମୋର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କରିଛି । ଏହା ମାଧ୍ୟମରେ ଯୋଡ଼ି ହୋଇ ରହିବାକୁ ଆଗ୍ରହୀ! ଏହି ଲିଙ୍କରେ କ୍ଲିକ୍ କରି ଯୋଗ ଦିଅନ୍ତୁ..
SR
(रिलीज़ आईडी: 1959127)
आगंतुक पटल : 135
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam