ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ମାନବ-କୈନ୍ଦ୍ରିକ ଜଗତୀକରଣ ଉପରେ ଏହାର ଆଭିମୁଖ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିଜ ବିଚାର ବ୍ୟକ୍ତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 07 SEP 2023 10:18AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ତମ୍ଭ ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ମାନବ-କୈନ୍ଦ୍ରିକ ଜଗତୀକରଣ ଆଭିମୁଖ୍ୟ ତଥା ମାନବ ପ୍ରଗତିକୁ ଆଗକୁ ବଢ଼ାଇବାରେ ସାମୁହିକ ଉତ୍ସାହକୁ ସୁନିଶ୍ଚିତ କରିବା ବାବଦରେ ନିଜ ବିଚାର ବ୍ୟକ୍ତ କରିଛନ୍ତି

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଦିଲ୍ଲୀରେ ଜି୨୦ ସମ୍ମିଳନୀ ହେବାକୁ ଥିବାବେଳେ ଭାରତର ଜି୨୦ ଅଧ୍ୟକ୍ଷତା ଉପରେ ଏକ ସ୍ତମ୍ଭ ଲେଖିଛି ଏବଂ ମାନବ କୈନ୍ଦ୍ରିକ ଜଗତୀକରଣକୁ ଆହୁରି ଆଗକୁ ବଢ଼ାଇବା ତଥା ମାନବ ପ୍ରଗତି ପାଇଁ ସାମୁହିକ ଉଦ୍ୟମକୁ ସୁନିଶ୍ଚିତ କରିବା ଲାଗି ଆମେ କିପରି କାମ କରିଛୁ ତାହା ଦର୍ଶାଇଛି


SR


(ରିଲିଜ ଆଡି: 1955369) ପରିଦର୍ଶକ କାଉଣ୍ଟର : 136