ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତରେ ଶିକ୍ଷାକୁ ସମାବେଶୀ, ସମ୍ପୂର୍ଣ୍ଣ, ସୁଦୃଢ଼ ଏବଂ ଭବିଷ୍ୟବାଦୀ କରିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ ଅଣାଯାଇଛି: ପ୍ରଧାନମନ୍ତ୍ରୀ
प्रविष्टि तिथि:
05 SEP 2023 2:04PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତି ବିଷୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ସେୟାର କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ଭାରତରେ ଶିକ୍ଷାକୁ ସମାବେଶୀ ତଥା ସମ୍ପୂର୍ଣ୍ଣ, ସୁଦୃଢ଼ ଏବଂ ଭବିଷ୍ୟବାଦୀ କରିବା ଲାଗି କିପରି ବିସ୍ତୃତ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରସ୍ତୁତ କରାଯାଇଛି, ତାହା ପଢ଼ନ୍ତୁ!’
SR
(रिलीज़ आईडी: 1955036)
आगंतुक पटल : 167
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam