ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମେରି ମାଟି ମେରା ଦେଶ ସଙ୍ଗୀତ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଗଭୀର ଭାବେ ଗୁଞ୍ଜନ କରିଥାଏ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2023 8:19PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେରି ମାଟି ମେରା ଦେଶ ସଙ୍ଗୀତକୁ ପ୍ରଶଂସା କରିଛନ୍ତି ।

ଏକ୍ସରେ ସେ ପୋଷ୍ଟ କରିଛନ୍ତି:

‘ମେରି ମାଟି ମେରା ଦେଶ ସଙ୍ଗୀତ ପ୍ରତି ଭାରତୀୟଙ୍କ ହୃଦୟରେ ଗଭୀର ଭାବେ ପ୍ରତିଫଳିତ ହୋଇ ଆମ ପ୍ରିୟ ଦେଶ ପାଇଁ ବଳିଦାନକୁ ମନେ ପକାଇଥାଏ । ଆସନ୍ତୁ ସମସ୍ତେ ଏହି ଆନ୍ଦୋଳନକୁ ସଫଳ କରିବା, ଯାହା ଆଗାମୀ ପିଢ଼ିକୁ ପ୍ରେରଣା ଦେବ’ । 

SR


(ରିଲିଜ ଆଡି: 1954801) ପରିଦର୍ଶକ କାଉଣ୍ଟର : 127