ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏନଭିଡିଆ ସିଇଓ ଶ୍ରୀ ଜେନସେନ୍ ହୁଆଙ୍ଗ୍
ପୋଷ୍ଟ କରାଯିବା ଦିନାଙ୍କ:
04 SEP 2023 8:20PM by PIB Bhubaneshwar
ଏନଭିଡିଆ ସିଇଓ ଶ୍ରୀ ଜେନସେନ୍ ହୁଆଙ୍ଗ୍ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏନଭିଡିଆ ସିଇଓ ଶ୍ରୀ ଜେନସେନ୍ ହୁଆଙ୍ଗଙ୍କ ସହ ଏକ ଉତ୍ତମ ବୈଠକ ହେଲା । ଆମେ ଏଆଇ ଦୁନିଆରେ ଭାରତର ସମୃଦ୍ଧ ସମ୍ଭାବନା ବାବଦରେ ବିସ୍ତାର ଭାବେ ଆଲୋଚନା କରିଥିଲୁ । ଶ୍ରୀ ଜେନସେନ୍ ହୁଆଙ୍ଗ ଏହି କ୍ଷେତ୍ରରେ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଭାରତର ପ୍ରତିଭାଶାଳୀ ଯୁବବର୍ଗଙ୍କ ବାବଦରେ ସେ ସମାନ ଭାବେ ଉତ୍ସାହିତ ଥିଲେ ।’
SR
(ରିଲିଜ ଆଡି: 1954790)
ପରିଦର୍ଶକ କାଉଣ୍ଟର : 175
ଏହି ରିଲିଜ ପଢନ୍ତୁ :
Kannada
,
English
,
Assamese
,
Gujarati
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Tamil
,
Telugu
,
Malayalam