ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଚେସ୍ ଗ୍ରାଣ୍ଡମାଷ୍ଟର ପ୍ରଗନ୍ନାନନ୍ଦ ଏବଂ ତାଙ୍କ ପରିବାରଙ୍କୁ ଭେଟିଛନ୍ତି

प्रविष्टि तिथि: 31 AUG 2023 9:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭ ଏଲ୍‌କେଏମ୍‌ରେ ଚେସ ଗ୍ରାଣ୍ଡମାଷ୍ଟର ପ୍ରଗନ୍ନାନନ୍ଦ ଏବଂ ତାଙ୍କ ପରିବାରଙ୍କୁ ଭେଟିଥିଲେ ।

ପ୍ରଗନ୍ନାନନ୍ଦଙ୍କ  ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟରେ କହିଛନ୍ତି;

“ଆଜି  ୭ ଏଲ୍‌କେଏମ୍‌ରେ ବହୁତ ସ୍ୱତନ୍ତ୍ର ପରିଦର୍ଶକ ଆସିଥିଲେ ।

ଅକ୍ସକ୍ଟ୍ରକ୍ସବଶମଷରଗ୍ଦଗ୍ଦ  ତୁମ ପରିବାର ସହିତ ତୁମକୁ ଭେଟି ବହୁତ ଖୁସି ।

ତୁମେ  ଉତ୍ସାହ ଏବଂ ଦୃଢ଼ତାକୁ ବ୍ୟକ୍ତ କର । ତୁମର ଉଦାହରଣ ଏହା ଦର୍ଶାଏ ଯେ , କିପରି ଭାରତର ଯୁବକମାନେ ଯେକୌଣସି କ୍ଷେତ୍ରରେ ବିଜୟ ପ୍ରାପ୍ତ କରିପାରିବେ । ତୁମ ପାଇଁ ଗର୍ବିତ!",

***

SSP


 


(रिलीज़ आईडी: 1954072) आगंतुक पटल : 138
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam