ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ମୃତି ଭ୍ୟାନ ଉଦଘାଟନୀ ଦିବସକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


କୁଚରେ ସ୍ମୃତି ଭ୍ୟାନ୍ ପରିଦର୍ଶନ କରିବାକୁ ଲୋକଙ୍କୁ ଅନୁରୋଧ କଲେ

प्रविष्टि तिथि: 29 AUG 2023 8:32PM by PIB Bhubaneshwar

୨୦୦୧ ଗୁଜରାଟ ଭୂକମ୍ପରେ ନିଖୋଜଙ୍କ ଉଦ୍ଦେଶ୍ୟରେ ସ୍ମୃତି ଭ୍ୟାନ୍ ଉଦଘାଟନୀ ଦିବସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ସ୍ମରଣ କରିଛନ୍ତି

ଶ୍ରୀ ମୋଦୀ ଗତବର୍ଷ ଉଦଘାଟନ କରିଥିବା ବେଳର କିଛି ଝଲକ ସେୟାର କରିଛନ୍ତି

ଏଥିସହ ସେ କୁଚରେ ସ୍ମୃତି ଭ୍ୟାନ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି

ମୋଦୀ ଷ୍ଟୋରୀ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରିଛନ୍ତି:

୨୦୦୧ ମସିହା ଗୁଜରାଟ ଭୂକମ୍ପରେ ଆମେ ନିଖୋଜ ହୋଇଯାଇଥିôବା ଲୋକଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେବାର ବର୍ଷେ ବିତିଗଲାଣି ଏହା ଏକ ସ୍ମାରକ ଯାହା କି ସ୍ଥିରତା ଏବଂ ସ୍ମୃତିର ପ୍ରତୀକ ଗତବର୍ଷର କିଛି ଝଲକ ସେୟାର କରୁଛି ଏବଂ ମୁଁ ଆପଣ ସମସ୍ତଙ୍କୁ କୁଚରେ ସ୍ମୃତି ଭ୍ୟାନ୍ ପରିଦର୍ଶନ କରିବାକୁ ଅନୁରୋଧ କରୁଛି

SR


(रिलीज़ आईडी: 1953433) आगंतुक पटल : 115
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam