ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଗ୍ରୀକ୍ ଗବେଷକ ଏବଂ ସଙ୍ଗୀତକାର କୋନଷ୍ଟାଣ୍ଟିନୋସ୍ କାଲାଇଟଜିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 AUG 2023 10:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସରେ ଗ୍ରୀକ୍ ଗବେଷକ ଏବଂ ସଙ୍ଗୀତକାର ତଥା ଭାରତର ବନ୍ଧୁ ଶ୍ରୀ କୋନଷ୍ଟାଣ୍ଟିନୋସ୍ କାଲାଇଟଜିସଙ୍କୁ ଭେଟିଥିଲେ

ଭାରତ ପ୍ରତି ଭଲପାଇବା ଏବଂ ଭାରତୀୟ ସଙ୍ଗୀତ ନୃତ୍ୟ ପ୍ରତି କୋନଷ୍ଟାଣ୍ଟିନୋସ୍ କାଲାଇଟଜିସଙ୍କ ଆଗ୍ରହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ୨୦୨୨ ନଭେମ୍ବର ୨୭ରେମନ୍ କୀ ବାତ୍‌’ ୯୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ତାଙ୍କ ବିଷୟରେ କହିଥିଲେ

ଗ୍ରୀସରେ ଭାରତୀୟ ସଂସ୍କୃତିକୁ ଅଧିକ ଲୋକପ୍ରିୟ କରିବାର ସମ୍ଭାବନା ଉପରେ ସେମାନେ ଆଲୋଚନା

କରିଥିଲେ

SR


(ରିଲିଜ ଆଡି: 1953155) ପରିଦର୍ଶକ କାଉଣ୍ଟର : 154