ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ସହ ଦକ୍ଷିଣ ଆଫ୍ରିକାର ଏକାଡେମୀ ଅଫ୍ ସାଇନ୍ସର ସିଇଓ ତଥା ପ୍ରସିଦ୍ଧ ଜେନେଟିକ୍ଟ ଡକ୍ଟର ହିମଲା ସୋଡିୟାଲଙ୍କ ବୈଠକ
प्रविष्टि तिथि:
24 AUG 2023 11:33PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 24 ଅଗଷ୍ଟ 2023ରେ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକାର ଏକାଡେମୀ ଅଫ୍ ସାଇନ୍ସର ସିଇଓ ତଥା ପ୍ରସିଦ୍ଧ ଜେନେଟିକ୍ଟ ଡକ୍ଟର ହିମଲା ସୋଡିୟାଲଙ୍କୁ ସାକ୍ଷାତ କରିଛନ୍ତି ।
ସେମାନେ ମାନବ ଜେନେଟିକ୍ ଲାଇନର ଡୋମେନ୍ ଏବଂ ରୋଗ ସ୍କ୍ରିନିଂରେ ଏହାର ପ୍ରୟୋଗ ଉପରେ ମତ ବିନିମୟ କରିଥିଲେ ।
ଜେନେଟିକ୍ସ କ୍ଷେତ୍ରରେ ଭାରତୀୟ ପ୍ରତିଷ୍ଠାନଗୁଡିକୁ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଡକ୍ଟର ସୋଡିୟାଲଙ୍କୁ ଆମନ୍ତ୍ରଣ କରିଥିଲେ ।
*****
AH
(रिलीज़ आईडी: 1951888)
आगंतुक पटल : 129
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam