ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚନ୍ଦ୍ରଯାନ-୩ର ବିଜୟ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ଏବଂ ସାମର୍ଥ୍ୟକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ

प्रविष्टि तिथि: 23 AUG 2023 7:25PM by PIB Bhubaneshwar

ଚନ୍ଦ୍ରଯାନ-୩ର ବିଜୟ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ସାମର୍ଥ୍ୟକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:

ଚନ୍ଦ୍ରଯାନ-୩ର ବିଜୟ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ଏବଂ ସାମର୍ଥ୍ୟକୁ ପ୍ରତିଫଳିତ କରିଛି

ନୂଆ ସୀମା ଏବଂ ତାଠାରୁ ବି ଦୂର ପର୍ଯ୍ୟନ୍ତ!

ଭାରତ ପାଇଁ ଗର୍ବର ମୁହୂର୍ତ୍ତ

SR


(रिलीज़ आईडी: 1951609) आगंतुक पटल : 139
इस विज्ञप्ति को इन भाषाओं में पढ़ें: Punjabi , English , Urdu , हिन्दी , Marathi , Manipuri , Bengali , Assamese , Gujarati , Tamil , Telugu , Kannada , Malayalam