ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଲଣ୍ଡନରେ ପ୍ରସିଦ୍ଧ ଏବି ରୋଡ୍ ଷ୍ଟୁଡିଓଜ୍ ରେ ଜାତୀୟ ସଙ୍ଗୀତ ଉପସ୍ଥାପନ କରିଥିବାରୁ ରିକି କେଜଙ୍କର ପ୍ରଶଂସା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
14 AUG 2023 9:34PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଣ୍ଡନର ପ୍ରସିଦ୍ଧ ଏବି ରୋଡ୍ ଷ୍ଟୁଡିଓଜ୍ ରେ ଭାରତର ଜାତୀୟ ସଙ୍ଗୀତର ପ୍ରସ୍ତୁତି ପାଇଁ 100 ବାଦ୍ୟ ଯନ୍ତ୍ର ସହିତ ବ୍ରିଟିଶ୍ ଅର୍କେଷ୍ଟ୍ରା, ଦି ରୟାଲ୍ ଫିଲାନ୍ଥ୍ରୋପିକ୍ ଅର୍କେଷ୍ଟ୍ରା ର ସଞ୍ଚାଳନ କରିବା ପାଇଁ ଭାରତୀୟ ସଙ୍ଗୀତକାର ଏବଂ ଗ୍ରାମୀ ପୁରସ୍କାର ବିଜେତା ରିକି କେଜଙ୍କର ପ୍ରଶଂସା କରିଛନ୍ତି।
ରିକି କେଜ ଙ୍କର ଟ୍ବିଟର ଉତ୍ତର ପ୍ରଦାନ କରି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି
‘‘ଅଦଭୁତ। ଏହା ସମସ୍ତ ଭାରତୀୟଙ୍କୁ ନିଶ୍ଚିତ ଭାବରେ ଗୌରବାନ୍ବିତ କରିବ।’’
BS
(ରିଲିଜ ଆଡି: 1950285)
ପରିଦର୍ଶକ କାଉଣ୍ଟର : 155
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam