ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମାନତା ଏବଂ ସାମୂହିକ ସମୃଦ୍ଧି ହାସଲରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଉପରେ ପ୍ରଧାନମନ୍ତ୍ରୀଙ୍କ ଲିଙ୍କଡ୍ ଇନ୍ ପୋଷ୍ଟ

ପୋଷ୍ଟ କରାଯିବା ଦିନାଙ୍କ: 18 AUG 2023 5:54PM by PIB Bhubaneswar

ଭାରତ କିପରି ସମାନ ତଥା ସାମୂହିକ ସମୃଦ୍ଧି ହାସଲ କରିବାରେ ଉଲ୍ଲେଖନୀୟ ଭାବେ ଅଗ୍ରଗତି କରୁଛି ସେ ନେଇ ପ୍ରଧାନମନ୍ତ୍ରୀ ସୋସିିଆଲ ମିଡିଆ ସାଇଟ୍ ଲିଙ୍କଡଇନରେ ପୋଷ୍ଟ କରିଛନ୍ତି । ସେ ଦୁଇଟି ଅଧ୍ୟୟନର କିଛି ଭାଗ ସେୟାର କରିଛନ୍ତି । ଗୋଟିଏ ହେଉଛି ଏସବିଆଇ ରିସର୍ଚ୍ଚ ଏବଂ ଅନ୍ୟଟି ବିଶିଷ୍ଟ ସାମ୍ବାଦିକ ଶ୍ରୀ ଅନିଲ ପଦ୍ମନାଭନଙ୍କ ଅଧ୍ୟୟନ ।

ଏହି ପୋଷ୍ଟକୁ ନିମ୍ନ ଲିଙ୍କରେ ଦେଖିହେବ: 

https://www.linkedin.com/pulse/indias-rising-prosperity-narendra-modi

 

SR


(ରିଲିଜ ଆଡି: 1950172) ପରିଦର୍ଶକ କାଉଣ୍ଟର : 151