ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ଦେଶବାସୀ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିପି ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
13 AUG 2023 10:32AM by PIB Bhubaneshwar
ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇ ତ୍ରିରଙ୍ଗା ରଖିଛନ୍ତି । ହର ଘର ତ୍ରିରଙ୍ଗା ଭାବନାରେ ସଭିଏଁ ଏପରି କରିବାକୁ ସେ କହିଛନ୍ତି ।
୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଆସନ୍ତୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇବା ଏବଂ ଏହି ନିଆରା ପ୍ରୟାସକୁ ସମର୍ଥନ ଦେବା ଯାହା କି ଆମ ଦେଶପ୍ରେମ ଭାବନା ଏବଂ ଆମ ଭିତରେ ଥିବା ସମ୍ପର୍କକୁ ଅଧିକ ଗଭୀର କରିବ’ ।
SR
(ରିଲିଜ ଆଡି: 1948352)
ପରିଦର୍ଶକ କାଉଣ୍ଟର : 209
ଏହି ରିଲିଜ ପଢନ୍ତୁ :
Marathi
,
Manipuri
,
English
,
Urdu
,
हिन्दी
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam