ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆହୁରି ଅଧିକ ପ୍ରଗତି କରିବାର ଦୃଢ ଇଚ୍ଛା ସହ ଭାରତ ବିଶ୍ୱରେ ଏକ ଉଜ୍ଜ୍ୱଳ ସ୍ଥାନ: ପ୍ରଧାନମନ୍ତ୍ରୀ
प्रविष्टि तिथि:
16 JUL 2023 5:58PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, “ଭାରତ କ’ଣ ଏହି ଦଶକର ଉଦୀୟମାନ ବଜାର ହୋଇପାରିବ?” ଶୀର୍ଷକ କ୍ୟାପିଟାଲ ଗ୍ରୁପର ନିବନ୍ଧ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଯୁବପୀଢି ଓ ଉଦ୍ୟୋଗୀମାନଙ୍କୁ ଏହି ୯ଟି ପଏଣ୍ଟ ଆକର୍ଷକ ଲାଗିବ । ଏବଂ ହଁ, ଭାରତ ଆହୁରି ଅଧିକ ପ୍ରଗତି କରିବାର ଦୃଢ ଇଚ୍ଛା ସହ ବିଶ୍ୱରେ ଏକ ଉଜ୍ଜ୍ୱଳ ସ୍ଥାନ ।”
SR
(रिलीज़ आईडी: 1940044)
आगंतुक पटल : 146
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam