ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାନାଡା ଓପନ୍ ୨୦୨୩ରେ ବିଜୟ ପାଇଁ ଲକ୍ଷ୍ୟ ସେନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 JUL 2023 2:18PM by PIB Bhubaneswar

କାନାଡା ଓପନ୍ ୨୦୨୩ରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘କାନାଡା ଓପନ ୨୦୨୩ରେ ଲକ୍ଷ୍ୟ ସେନଙ୍କ ଉଲ୍ଲେଖନୀୟ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ! ତାଙ୍କର ବିଜୟ ତାଙ୍କ ଦୃଢ଼ ନିଷ୍ଠା ଏବଂ ସଂକଳ୍ପର ପ୍ରମାଣ । ଏହା ଆମ ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ତାଙ୍କ ଢେର ସାରା ଶୁଭକାମନା’ ।

SR


(ରିଲିଜ ଆଡି: 1939165) ପରିଦର୍ଶକ କାଉଣ୍ଟର : 195