ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁସଲିମ ୱାର୍ଲ୍ଡ ଲିଗର ମହାସଚିବ

प्रविष्टि तिथि: 11 JUL 2023 10:00PM by PIB Bhubaneshwar

ମୁସଲିମ ୱାର୍ଲ୍ଡ ଲିଗର ମହାସଚିବ ଶେଖ . ମହମ୍ମଦ ବିନ୍ ଅବଦୁଲ କରିମ୍ ଅଲ୍‌-ଇସା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲିମ୍ ୱାର୍ଲ୍ଡ ଲିଗର ମହାସଚିବ ତଥା ମୁସଲିମ୍ ବିଦ୍ୱାନ ସଙ୍ଗଠନର ଅଧ୍ୟକ୍ଷ ଶେଖ . ମହମ୍ମଦ ବିନ୍ ଅବଦୁଲ କରିମ୍ ଅଲ୍‌-ଇସାଙ୍କୁ ଭେଟିଛନ୍ତି ସେମାନେ ଆନ୍ତ-ଧାର୍ମିକ ବିଶ୍ୱାସ, ସଦଭାବ, ଶାନ୍ତିକୁ ଆଗକୁ ବଢ଼ାଇବା ଏବଂ ମାନବର ପ୍ରଗତି ଦିଗରେ କାମ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଗଭୀର ଚର୍ଚ୍ଚା କରିଥିଲେ

SR


(रिलीज़ आईडी: 1939163) आगंतुक पटल : 105
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam