ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

“ଆବ୍ୟୁଣ୍ଡାନ୍ସ ଇନ ମିଲେଟ୍ସ” ସଂଗୀତର ଭିଡିଓ ରିଲିଜକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

Posted On: 29 JUN 2023 10:26AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଚାଷୀମାନଙ୍କୁ ବାଜରା ଉତ୍ପାଦନ କରିବାକୁ ଓ ବିଶ୍ୱରୁ କ୍ଷୁଧାକୁ ଦୂରେଇବାରେ ସାହାଯ୍ୟ କରିବା ପାଇଁ ଗାୟକ ଫାଲୁଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସହ ଲିଖିତ ଏବଂ ପରିବେଷିତ ଗୀତ ଆବ୍ୟୁଣ୍ଡାନ୍ସ ଇନ ମିଲେଟ୍ସର ଭିଡିଓ ସ୍କ୍ରିନିଂକୁ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଖୁବ ସୃଜନାତ୍ମକ ଓ ସୁସ୍ଥ ଜୀବନ ପାଇଁ ବାଜରାକୁ ଆପଣାଇବାରେ ଅଧିକ ଲୋକଙ୍କୁ ପ୍ରେରିତ କରିବ ।

SR



(Release ID: 1936164) Visitor Counter : 90