ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀ ଏଲୋନ୍ ମସ୍କଙ୍କ ବୈଠକ

प्रविष्टि तिथि: 21 JUN 2023 8:22AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କ ଠାରେ ବୈଷୟିକ ଅଗ୍ରଦୂତ, ପ୍ରତିଷ୍ଠିତ ବ୍ୟବସାୟୀ ତଥା ଟେସଲା ଆଇଏନସି ଏବଂ ସ୍ପେସ୍ ଏକ୍ସର ସିଇଓ; ସିଟିଓର ମାଲିକ ଏବଂ ଟୁଇଟର ଅଧ୍ୟକ୍ଷ, ବୋରିଂ କମ୍ପାନୀ ଏବଂ ଏକ୍ସ-କର୍ପର ପ୍ରତିଷ୍ଠାତା; ନ୍ୟୁରୋଲିଙ୍କ୍ଏବଂ ଓପନଏଆଇର ସହ ପ୍ରତିଷ୍ଠାତା ଶ୍ରୀ ଏଲୋନ୍ ମସ୍କଙ୍କୁ ଭେଟିଛନ୍ତି

ବିଭିନ୍ନ କ୍ଷେତ୍ରରେ ଜ୍ଞାନକୌଶଳକୁ ସୁଗମ ତଥା ସୁଲଭ କରିବା ପାଇଁ ଶ୍ରୀ ମସ୍କଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ବୈଦ୍ୟୁତିକ ଗତିଶୀଳତା ଏବଂ ବ୍ୟବସାୟିକ ମହାକାଶ କ୍ଷେତ୍ରକୁ ଶୀଘ୍ର ବିସ୍ତାର କରିବା ପାଇଁ ଭାରତରେ ସୁଯୋଗ ଅନୁସନ୍ଧାନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମସ୍କଙ୍କୁ ଆମନ୍ତ୍ରଣ କରିଥିଲେ

HS


(रिलीज़ आईडी: 1934001) आगंतुक पटल : 141
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam