ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ ଜଳବାୟୁ ପରିବର୍ତ୍ତନର ପ୍ରତିରୋଧ କରିବା, କ୍ରମାଗତ ବିକାଶ ଲକ୍ଷ୍ୟକୁ ହାସଲ କରିବା ଓ ଦେଶର ସମୃଦ୍ଧ ଜୈବ ବିବିଧତାକୁ ସଂରକ୍ଷିତ କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
16 JUN 2023 2:17PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଳବାୟୁ ପରିବର୍ତ୍ତନର ପ୍ରତିରୋଧ କରିବା, କ୍ରମାଗତ ବିକାଶ ଲକ୍ଷ୍ୟକୁ ହାସଲ କରିବା ତଥା ଦେଶର ସମୃଦ୍ଧ ଜୈବ ବିବିଧତାକୁ ସଂରକ୍ଷିତ କରିବା ସମ୍ପର୍କିତ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ବିଷୟରେ ଲେଖା, ଗ୍ରାଫିକ୍ସ, ଭିଡିଓ ଓ ସୂଚନାକୁ ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି :
‘‘ଆମର ପରମ୍ପରା ଓ ଲୋକାଚାର ଅନୁରୂପ ଆମେ #9YearsOfSustainableGrowth ରେ ଧ୍ୟାନ କେନ୍ଦ୍ରିତ କରିଛୁ। ଆମେ ଜଳବାୟୁ ପରିବର୍ତ୍ତନକୁ ପ୍ରତିରୋଧ କରିବା, କ୍ରମାଗତ ବିକାଶ ଲକ୍ଷ୍ୟକୁ ହାସଲ କରିବା ଏବଂ ଭାରତର ସମୃଦ୍ଧ ଜୈବ ବିବିଧତାକୁ ସଂରକ୍ଷିତ କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ।’’
BS
(ରିଲିଜ ଆଡି: 1932978)
ପରିଦର୍ଶକ କାଉଣ୍ଟର : 173
ଏହି ରିଲିଜ ପଢନ୍ତୁ :
Urdu
,
English
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam