ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ୟାରିସ୍ ଡାଇମଣ୍ଡ ଲିଗ‌ରେ ଲମ୍ବଡିଆଁରେ ବ୍ରୋଞ୍ଜ ପଦକ ବିଜେତା ଶ୍ରୀଶଙ୍କର ମୁରଲୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 10 JUN 2023 7:56PM by PIB Bhubaneswar

ପ୍ୟାରିସ୍ ଡାଇମଣ୍ଡ ଲିଗ‌ରେ ଲମ୍ବଡିଆଁରେ ବ୍ରୋଞ୍ଜ ପଦକ ବିଜେତା ଶ୍ରୀଶଙ୍କର ମୁରଲୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । 

 

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

 

‘ପ୍ୟାରିସ୍ ଡାଇମଣ୍ଡ ଲିଗ‌ରେ ଶ୍ରୀଶଙ୍କର ମୁରଲୀ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି! ତାଙ୍କ ଉଲ୍ଲେଖନୀୟ ଲମ୍ବଡିଆଁ ଯୋଗୁ ସେ ସମ୍ମାନଜନକ ବ୍ରୋଞ୍ଜ୍ ପଦକ ହାସଲ କରି ଡାଇମଣ୍ଡ ଲିଗ୍‌ରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ତାଙ୍କୁ ଅଭିନନ୍ଦନ ଏବଂ ତାଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।’

 

SR


(रिलीज़ आईडी: 1931411) आगंतुक पटल : 149
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam