ପୋଷ୍ଟ କରାଯିବା ଦିନାଙ୍କ:
10 JUN 2023 11:57AM by PIB Bhubaneswar
୧,୫୧୪ଟି ସହରାଞ୍ଚଳ ସମବାୟ ବ୍ୟାଙ୍କ ସୁଦୃଢ କରିବା ପାଇଁ ଆରବିଆଇ ନିର୍ଦ୍ଦେଶକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଛନ୍ତି;
“ସମବାୟ କ୍ଷେତ୍ର ପାଇଁ ଏହା ଅଦ୍ଭୁତ ଓ ବହୁ ଲୋକଙ୍କୁ ସଶକ୍ତ କରିବ ।”
ଅଧିକ ବିବରଣୀ ପାଇଁ;
https://pib.gov.in/PressReleasePage.aspx?PRID=1931050
SR