ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ଅର୍ଥନୀତିରେ ବ୍ଲୁ ଅର୍ଥନୀତିର ଯୋଗଦାନ ସମ୍ପର୍କରେ ଏକ ଆଲେଖ୍ୟ
ପୋଷ୍ଟ କରାଯିବା ଦିନାଙ୍କ:
08 JUN 2023 7:10PM by PIB Bhubaneswar
ବିଶ୍ୱ ମହାସାଗର ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶେୟାର କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“କେନ୍ଦ୍ର ମନ୍ତ୍ରୀ @KirenRijiju ଜୀ ଲେଖିଛନ୍ତି, କିପରି ଭାରତ ନିଜ ବିସ୍ତୃତ ସାମୁଦ୍ରିକ ତଟ ଓ ସାମୁଦ୍ରିକ ସମ୍ପଦ ସହ ନିଜ ବ୍ଲୁ ଅର୍ଥନୀତିର କ୍ଷମତା ଉପଯୋଗ ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି ।”
SR
(ରିଲିଜ ଆଡି: 1930899)
ପରିଦର୍ଶକ କାଉଣ୍ଟର : 157
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam