ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମ ଯୁବକଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ମୁଖ୍ୟ କାମ: ପ୍ରଧାନମନ୍ତ୍ରୀ

प्रविष्टि तिथि: 08 JUN 2023 4:04PM by PIB Bhubaneshwar

ପ୍ରତ୍ୟେକ ଯୁବକଙ୍କ ଆକାଂକ୍ଷା ପୂରଣ ହେଉଥିବା ଭଳି ଏକ ଇକୋସିଷ୍ଟମ ସୃଷ୍ଟି ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ବାବଦରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲେଖ୍ୟ, ଗ୍ରାଫିକ୍ସ, ଭିଡିଓ ଏବଂ ସୂଚନାମାନ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଆମ ଦେଶର ଯୁବବର୍ଗଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ମୂଳ କାର୍ଯ୍ୟ ବିଭିନ୍ନ କ୍ଷେତ୍ରରେ ଆମେ ଏକ ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରତିବଦ୍ଧ ଯେଉଁଠି ପ୍ରତ୍ୟେକ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ ହେବ

SR


(रिलीज़ आईडी: 1930763) आगंतुक पटल : 154
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Nepali , Manipuri , Bengali , Assamese , Punjabi , Gujarati , Tamil , Telugu , Kannada