ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷ ଜୁନିଅର ଏସିଆ କପରେ ବିଜୟ ପାଇଁ ଭାରତୀୟ ଜୁନିୟର ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 JUN 2023 1:16PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରୁଷ ଜୁନିଅର ଏସିଆ କପରେ ବିଜୟ ପାଇଁ ଭାରତୀୟ ଜୁନିୟର ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପୁରୁଷ ଜୁନିଅର ଏସିଆ କପରେ ଚମତ୍କାର ବିଜୟ ପାଇଁ ଆମର ଜୁନିଅର ପୁରୁଷ ହକି ଦଳକୁ ହାର୍ଦ୍ଦିକ ଅଭିନନ୍ଦନ । ସେମାନଙ୍କର ବିଜୟ ଆମର ଯୁବ ପ୍ରତିଭା ମାନଙ୍କର ଦୃଢ ସଙ୍କଳ୍ପ ଓ ନିଷ୍ଠାକୁ ପ୍ରତିଫଳିତ କରିଛି । ସେମାନେ ଭାରତକୁ ଗର୍ବିତ କରିଛନ୍ତି ।”
HS
(ରିଲିଜ ଆଡି: 1929881)
ପରିଦର୍ଶକ କାଉଣ୍ଟର : 148
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam