ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାପୁଆ ନ୍ୟୁ ଗିନିରେ ଆଇଟିଇସି ବିଦ୍ୱାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 MAY 2023 3:25PM by PIB Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ପାପୁଆ ନ୍ୟୁ ଗିନିର ସର୍ବୋଚ୍ଚ  ନାଗରିକ ସମ୍ମାନ

ଗର୍ଭନମେଣ୍ଟ ହାଉସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାପୁଆ ନ୍ୟୁ ଗିନି(ପିଏନଜି)ର ଗଭର୍ନର-ଜେନେରାଲ ଶ୍ରୀ ବବ୍ ଡାଡେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କମ୍ପାନିୟନ ଅଫ୍ ଦି ଅର୍ଡର ଅଫ୍ ଲୋଗହୁ (ଜିସିଏଲ୍‌) ସମ୍ମାନରେ ସମ୍ମାନିତ କରିଛନ୍ତି । ଏହା ପିଏନଜିର ସର୍ବୋଚ୍ଚ ନାଗରିକ ପୁରସ୍କାର ଏବଂ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ‘ଚିଫ୍‌’ ଉପାଧି ଦିଆଯାଏ ।

 SR


(ରିଲିଜ ଆଡି: 1926654) ପରିଦର୍ଶକ କାଉଣ୍ଟର : 249