ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱଦେଶୀ ଫିଡଷ୍ଟକ୍ ଏବଂ ଏସଏଏଫରେ ଭାରତର ପ୍ରଥମ ଘରୋଇ ବାଣିଜ୍ୟିକ ଉଡ଼ାଣ ଆରମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 22 MAY 2023 4:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଥାନଲରୁ ବିମାନ ଇନ୍ଧନ ପ୍ରସ୍ତୁତ କରିବା ଏବଂ ସ୍ୱଦେଶୀ ଫିଡଷ୍ଟକ୍ ଏବଂ ଏସଏଏଫ୍ ଉପରେ ଭାରତର ପ୍ରଥମ ଘରୋଇ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିବାର ଐତିହାସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରଛନ୍ତି:

ନିରନ୍ତର ବିକାଶ ଦିଗରେ ଆମ ସାମୂହିକ ପ୍ରାଥମକିତାର ସଙ୍କେତ

 SR


(रिलीज़ आईडी: 1926326) आगंतुक पटल : 159
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam