ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଅରୁଣାଚଳ ପ୍ରଦେଶର ଆଦିବାସୀ ନେତା
ପୋଷ୍ଟ କରାଯିବା ଦିନାଙ୍କ:
16 MAY 2023 9:00PM by PIB Bhubaneshwar
ଅରୁଣାଚଳ ପ୍ରଦେଶର ଆଦିବାସୀ ନେତାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ସହ ଆଲୋଚନାର ଏକ ଭିଡିଓ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ଅରୁଣାଚଳ ପ୍ରଦେଶର ଆଦିବାସୀ ନେତାମାନଙ୍କ ସହ ବହୁତ ଭଲ ବୈଠକ ହେଲା । ଆମେ ରାଜ୍ୟର ବିକାଶ ଏବଂ ଲୋକଙ୍କ ଇଚ୍ଛାକୁ ପୂରଣ ସହ ସମ୍ବନ୍ଧିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛୁ ।’
SR
(ରିଲିଜ ଆଡି: 1925082)
ପରିଦର୍ଶକ କାଉଣ୍ଟର : 139
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam