ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରେନେସାସ୍ ଇଲୋକ୍ଟ୍ରୋନିକ୍ସର ସିଇଓ ଶ୍ରୀ ତୋଶି ଶିବାତା

प्रविष्टि तिथि: 15 MAY 2023 2:36PM by PIB Bhubaneshwar

ରେନେସାସ୍ ଇଲେକ୍ଟ୍ରୋନିକ୍ସର ସିଇଓ ଶ୍ରୀ ତୋଶି ଶିବାତା ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

ରେନେସାସ୍ ଇଲେକ୍ଟ୍ରୋନିକ୍ସର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ରେନେସାସ୍ ଇଲେକ୍ଟ୍ରୋନିକ୍ସର ସିଇଓ ଶ୍ରୀ ତୋଶି ଶିବାତାଙ୍କ ସହ ସଫଳ ବୈଠକ ହୋଇଛି ଆମେ ସେମିକଣ୍ଡକ୍ଟର୍ସ ଦୁନିଆରେ ଟେକ୍‌, ଇନୋଭେସନ ଏବଂ ଭାରତର ପ୍ରଗତି ସହ ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲୁ

 SR


(रिलीज़ आईडी: 1924164) आगंतुक पटल : 162
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam