ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରତ୍ନିପୋରାକୁ ରେଳ ଯୋଗାଯୋଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
12 MAY 2023 10:37AM by PIB Bhubaneshwar
ରେଳ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରାଯାଇଛି ଯେ, ଅବନ୍ତିପୋରା ଓ କାକାପୋରା ମଧ୍ୟରେ ରତ୍ନିପୋରା ହଲ୍ଟ ପାଇଁ ଦୀର୍ଘ ଦିନ ଧରି ହୋଇ ଆସୁଥିବା ଦାବି ପୂରଣ ହୋଇଛି । ଏହି ହଲ୍ଟ ଦ୍ୱାରା ଅଞ୍ଚଳରେ ଯାତାୟତ ସହଜ ହେବା ସହ ପରିବହନ ସୁରୁଖୁରୁରେ ହୋଇପାରିବ ।
ରେଳ ମନ୍ତ୍ରଣାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଜମ୍ମୁ ଓ କଶ୍ମୀରରେ ଯୋଗାଯୋଗ ସୁଦୃଢ ହେବା ଭଲ ଖବର ।”
SR
(Release ID: 1923577)
Visitor Counter : 143
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam