ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରିଷିକେଶ ଏମ୍ସଠାରେ ମିଲେଟ୍ କାଫେ ଉଦଘାଟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
11 MAY 2023 4:39PM by PIB Bhubaneswar
ରିଷିକେଶ ଏମ୍ସଠାରେ ମିଲେଟ୍ କାଫେ ଉଦଘାଟନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାରଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସହ ଜଡ଼ିତ ପରିସରରେ ଶ୍ରୀ ଅନ୍ନକୁ ଲୋକପ୍ରିୟ କରିବାର ଏକ ଭଲ ଉପାୟ’ ।
SR
(ରିଲିଜ ଆଡି: 1923391)
ପରିଦର୍ଶକ କାଉଣ୍ଟର : 170
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Gujarati
,
Tamil
,
Telugu
,
Kannada
,
Malayalam